Details

Natara Diary


Natara Diary



von: ****** ********, ******** ****

6,99 €

Verlag: Storyside In Audio
Format: MP3 (in ZIP-Archiv)
Veröffentl.: 12.08.2021
ISBN/EAN: 9789354340178
Sprache: Oriya

Dieses Hörbuch erhalten Sie ohne Kopierschutz.

Beschreibungen

"ନଟ କିଏ ମୁଁ ଜାଣିନି। ଡାକିଲେ କିନ୍ତୁ 'ଓ' କରେ। ବେଳେବେଳେ ସ୍ୱପ୍ନରେ ନଟକୁ ଦେଖେ। ଅବିକଳ ମୋ ଭଳି ପୋଷାକ ପିନ୍ଧିଥାଏ। ପାନ ଖାଉଥାଏ। ମୋ ସହ ଲାଗେ, ଯୁକ୍ତି କରେ। କଥା ଅକଥାରେ ଟିକଲ କରେ। ହାରିଗଲେ କାନ୍ଧରେ ହାତ ରଖି ହସି ଦିଏ। ମୋ ଜାଣିବାରେ ମୁଁ ନଟ ସହ କେବେ ବି ଯୁକ୍ତିରେ ଜିତିନି। ସବୁବେଳେ ସେ ମୋତେ ହରାଏ। ବେଳେବେଳେ ଅଭିମାନରେ ପଚାରିଛି- ମୋତେ ହରାଇ ତୁମେ ଖୁସି ହୁଅ ନା! ସେ ହଁ କରେ। ମୁଚୁକୁନ୍ଦି ମାରି କହେ- ହାରିଲ ବୋଲି ଭାବୁଛ କାହିଁକି ଯେ! ମଣିଷଟେ କେମିତି ହାରିବ ହୋ? ହାରିବା ନେଇ ତା' ଜୀବନ ପା' ଗଢା। ଯେ ହାରିବା ନେଇ ଜନ୍ମ ହୋଇଚି ସେ ପୁଣି ଆଉ ହାରିବ କଣ? ସେଇ ହାରିଛି ବୋଲି ତ ସେ ଜିତିବାର ସ୍ୱପ୍ନ ନେଇ ରାସ୍ତା ଚାଲୁଛି। ସବୁ ପରାଜୟ, ବାଧା ହିଁ ବିଜୟକୁ ଏକ ରାସ୍ତା। ବାଧା ହିଁ ଗତି। ଘାତ ହିଁ ସ୍ପନ୍ଦନ। ହାରିବା ହିଁ ଜୀବନ। ଅନ୍ତିମ ବିଜୟ ହିଁ ଅନ୍ତିମ ପରାଜୟ।" ବିଚକ୍ଷଣ କଥାକାର ପ୍ରକାଶ ମହାପାତ୍ରଙ୍କ 'ନଟର ଡାଏରୀ' ହେଉଛି ତାଙ୍କ ଅଭ୍ୟନ୍ତର ଅନ୍ଧାରର ପ୍ରତିଲିପି? ଆପଣ ବି ଶୁଣନ୍ତୁ, ଲାଗିବ ସେ ନଟ ଆପଣଙ୍କ ଭିତରେ ବି ନାଟ କରୁଛି...

Diese Produkte könnten Sie auch interessieren:

Dui Diganta
Dui Diganta
von: ****** ***, ****** ***** ***
ZIP ebook
6,99 €
Jagate Thiba Jete Dina
Jagate Thiba Jete Dina
von: *****, ****** *******
ZIP ebook
6,99 €
Ei Ilahabbad Hai Bhaiya
Ei Ilahabbad Hai Bhaiya
von: Vimal Chandra Pandey, Rajesh Shukla
ZIP ebook
6,99 €